#ସାବାସ_ଶୁଭମ
ରାଜଧାନୀ ପ୍ରଶାନ୍ତ ବିହାର ଅଂଚଳର ଶୁଭମ ବଳ । ବୟସ ମାତ୍ର 12 ବର୍ଷ । କିନ୍ତୁ, ଶୁଭମକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆଉ ଚର୍ଚ୍ଚା ଏଥି ପାଇଁ ନିଜର ଉପସ୍ଥିତ ବୁଦ୍ଧି ଓ ଜ୍ଞାନ ଖଟେଇ ଅପହରଣ ହୋଇଥିବ ଶୁଭମ ଅପହରଣକାରୀଙ୍କ କବଳରୁ ନିଜକୁ ନିଜେ ମୁକୁଳେଇ ପାରିଛି । ଆପଣଙ୍କୁ ବି କଥା ଟା ଆଶ୍ଚର୍ଯ୍ୟ ଲାଗୁଥିବ....
#ArgusNews #Odisha #Bhubaneswar #Kidnapping