ଗରିବ ଲୋକଙ୍କ ସେବାରେ ସମର୍ପିତ 'ଟିମ ସମର୍ପିତ' ଏବଂ 'ସେବା ଫାଉଣ୍ଡେସନ' । ଲକ ଡାଉନରେ ଲୋକଙ୍କୁ ରନ୍ଧାଖାଦ୍ୟ ଏବଂ ଜୀବ ଜନ୍ତୁଙ୍କୁ ମଧ୍ୟ ବିଭିନ୍ନ ସହାୟତାର ହାତ ବଢ଼ାଉଛି ଏହି ଫାଉଣ୍ଡେସନ...
#ArgusNews #Odisha #ArgusNewsTV #Satelite #NewsChannel #Bhubaneswar #Team_Samarpita #Seva_Foundation