ଜିଲ୍ଲାରେ 2019 ମସିହାରେ ଅଭିଯୋଗ ଶୁଣାଣି ପାଇଁ ଆରମ୍ଭ ହୋଇଥିବା 'ଗୋଟିଏ ଜିଲ୍ଲା, ଗୋଟିଏ ନମ୍ୱର' ପୋର୍ଟାଲ ଓ କଲ୍ ସେଣ୍ଟର ଟେକ୍ନୋଲୋଜି' ସାଧାରଣ ପ୍ରଶାସନରେ ପ୍ରଧାନମନ୍ତ୍ରୀ ଉତ୍କର୍ଷ ପୁରସ୍କାର' ପାଇବା ପାଇଁ ଦେଶର ପୂର୍ବ କ୍ଷେତ୍ରରୁ ମୋନାନୀତ ହୋଇଛି ....
#ArgusNews #Odisha #Sambalpur #PradhanmantriUtkarsaPuraskar
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app