#ସୋସିଆଲ_ମିଡିଆରେ_ଭାଇରାଲ_ବାମନ_ବାବା
#ବାମନ_ବାବାଙ୍କ_ଜ୍ଞାନ_ଅଗାଢ଼
ବୟସ 55 ବର୍ଷ, ଉଚ୍ଚତା ମାତ୍ର 18 ଇଞ୍ଚ । ହେଲେ ବାମନ ବାବାଙ୍କ ଜ୍ଞାନ ଅଗାଢ଼ । ସୃଷ୍ଟି ଓ ମାନବ ଚେତନାକୁ ନେଇ ବାବା ଜାଣନ୍ତି ଅନେକ ରହସ୍ୟ । ଯେଉଁଥିପାଇଁ ସାରା ବିଶ୍ୱରେ ବାବା ନାରାୟଣ ନନ୍ଦ ଗିରି ମହାରାଜଙ୍କ ଚର୍ଚ୍ଚା ଜୋର...
#ArgusNews #National #Little_Baba