ଛାତ୍ରଙ୍କ ରହିବା ପାଇଁ ହଷ୍ଟେଲ ନିର୍ମାଣ ସରିଛି । ପାଠ ପଢିବା ପାଇଁ ଶ୍ରେଣୀ ଗୃହ ବି ଅଛି । ଆଉ ଚାରିପଟେ ପାଚେରୀ ବି ନିର୍ମାଣ ହେଇଛି । ହେଲେ ଦୀର୍ଘ ବର୍ଷ ହେବ ଆରମ୍ଭ ହୋଇପାରିନି ପାଠପଢ଼ା, କି ଆଡମିଶନ ହେଉନାହାଁନ୍ତି ଛାତ୍ର । ଯାହାଫଳରେ ଏବେ ଭୂତକୋଠି ପାଲଟିଛି ହଷ୍ଟେଲ ଓ ଶ୍ରେଣୀ ଗୃହ....
#ArgusNews #Odisha #Angul #Palalahara #Hostel