ପିପିଲି ପ୍ରଚାର ମଇଦାନରେ ପୁରନ୍ଦେଶ୍ୱରୀ । ଆଜି ପିପିଲି ଫାଇଟରେ ଏଣ୍ଟ୍ରିମାରି ବିକାଶ, ବେରୋଜଗାର ଓ ଫନୀ ବିପନ୍ନଙ୍କ କଥା ଉଠାଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ପ୍ରଭାରୀ ଡି. ପୁରେନ୍ଦେଶ୍ୱରୀ । ସେପଟେ ବିଜେଡିର ମାଳ ମାଳ ବିଧାୟକ ଓ ମନ୍ତ୍ରୀ ଆଜି ରୁଦ୍ରପ୍ରତାପ ପାଇଁ ପ୍ରଚାରର ମଙ୍ଗ ଧରିଥିବା ବେଳେ କଂଗ୍ରେସ କ୍ୟାମ୍ପରେ ଚାଲିଥିଲା ମାନଭଞ୍ଜନ ପର୍ବ...
#ArgusNews #Odisha #Puri #Pipili #By_Election Daggubati Purandeswari