ଦୀର୍ଘ ମାସ ପରେ ଆଜିଠୁ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର
କୋଭିଡ କଟକଣା ଭିତରେ ଆଜିଠୁ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର । କଟକଣା ସହ ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶୁଣନ୍ତୁ କଣ ରହିଛି ତାଙ୍କ ପ୍ରତିକ୍ରିୟା....
#ArgusNews #Odisha #Kendujhar #TariniTemple #Re_Open
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app