ଶେଷ ହେଉଛି ବର୍ଷକର ଅପେକ୍ଷା । କଟକର ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମା ଦୁର୍ଗାଙ୍କ ଲାଗି ଦଶହରା ପୂଜା । ଆଜି ହେଉଛି ଷଷ୍ଠୀ ପୂଜା । ବେଲଗଛ ମୂଳରେ ବିଲ୍ୱବରଣୀ କରାଯାଇ ମାଙ୍କୁ ଆବାହନ କରାଯାଇଛି । ସେହିପରି ପୀଠରେ ଅନୁଷ୍ଠିତ ହୋଇଛି ମହାସପ୍ତମୀ ପୂଜା ....
#ArgusNews #Cuttack #DurgaPuja