ଦୀର୍ଘ 10 ମାସ ପରେ ଖୋଲିଲା କଟକର ମାରିଟାଇମ ମ୍ୟୁଜିୟମ । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଏବଂ ଏହା ସମ୍ପର୍କିତ ଅନେକ ବିରଳ ସାମଗ୍ରୀ ସଂଗୃହିତ ହୋଇଥିବା ଏହି ସଂଗ୍ରହାଳୟରେ ଏବେ ଜମୁଛି ଦର୍ଶକଙ୍କ ଭିଡ । ଲୋକେ ସଂଗ୍ରହଳାୟରେ ବୁଲି ବିଭିନ୍ନ ସାମଗ୍ରୀ ଦେଖିବା ସହ ପାର୍କର ମଜା ମଧ୍ୟ ଉଠାଉଛନ୍ତି...
#ArgusNews #Odisha #Cuttack #Museum #Open