ଏକ ମାସ ଧରି ରାଷ୍ଟ୍ରବ୍ୟାପୀ ସଡ଼କ ସୁରକ୍ଷା ପାଳନ ଅବସରରେ କେନ୍ଦୁଝର ସଡ଼କ ସୁରକ୍ଷା କମିଟି ପକ୍ଷରୁ ଆୟୋଜିତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବେଳେ ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଶାନ୍ତନୁ ପରିଡା କଣ କହୁଛନ୍ତି ଶୁଣନ୍ତୁ ...
#ArgusNews #Keonjhar #RoadSafetyWeek
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app