ପେପର ପ୍ଲେଟ କରାଇଛି ସ୍ୱାବଲମ୍ବୀ । ମହିଳାମାନଙ୍କ ପାଇଁ ଆଣିଛି ସ୍ୱାବଲମ୍ବୀ ହେବାର ସୁଯୋଗ ।ଦିନକୁ 3ଶହ ପର୍ଯ୍ୟନ୍ତ ଆୟ ।ଘର କାମ ସରିଲେ ଲାଗି ପଡନ୍ତି ପ୍ଲେଟ ପ୍ରସ୍ତୁତ କରିବାରେ । ଦିନରାତି ଏକ କରି ପ୍ରସ୍ତୁତ କରିଥାନ୍ତି ପ୍ଲେଟ । ପ୍ଲାଷ୍ଟିକ ବ୍ୟାନ ହେବା ପରେ ଏବେ ବଢିଛି ପେପର ପ୍ଲେଟର ଚାହିଦା । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କୁମ୍ଭୀରିଆ ବସ୍ତିର ମହିଳାମାନେ ପେପର ପ୍ଲେଟ ପ୍ରସ୍ତୁତ କରିଥାନ୍ତି ....
#ArgusNews #Odisha #paperplates
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app