ରାଜଧାନୀରେ ନାବାଳିକାଙ୍କ ଲୋମଟାଙ୍କୁରା କାହାଣୀ । ନାବାଳିକାଙ୍କୁ ବାରମ୍ବାର ଗଣଦୁଷ୍କର୍ମ ଅଭିଯୋଗ । ପୁଣି ଖାକିରେ ଲାଗିଲା ଦାଗ । ପୋଲିସ ଅଧିକାରୀ, ସହଯୋଗୀଙ୍କ ସମେତ 7 ଜଣଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଗଣମାଧ୍ୟମ କର୍ମଚାରୀଙ୍କ ନାଁ ବି ଆସିଲା ସାମ୍ନାକୁ । ଏବେ ସବୁଠୁ ବଡ଼ ପ୍ରଶ୍ନ କିଏ ସେହି ପୋଲିସ ବାବୁ? ଆଉ ପୀଡ଼ିତା ନାବାଳିକାଙ୍କୁ ମିଳିବ ତ ନ୍ୟାୟ?
#ArgusNews #ArgusOdia #Bhubaneswar #CorruptapoliceOfficers #Odisha #India