ଅନ୍ଧାରି ନାଳରେ ଅନ୍ଧ ଭଳି କାମ କରି ଲୁଟୁଛି କ୍ଷୁଦ୍ର ଜଳସେଚନ ବିଭାଗ । ଚାଷ ଜମିକୁ ପାଣି ନାଁରେ ଉଭୟ ଚାଷୀକୁଳ ଓ ସରକାରଙ୍କୁ ଅନ୍ଧାରରେ ରଖିଛି ଅନ୍ଧାରିନାଳରେ ବୌଦ୍ଧ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ନିର୍ମିତ ଚେକଡ୍ୟାମ । ଚେକ ଡ୍ୟାମରେ ନା ଅଛି ପାଣି ନା ରହିବ ପାଣି ଏପଟେ କେନାଲ ନିର୍ମାଣ ନାଁରେ ଟଙ୍କା ଲୁଟିବାକୁ ଚାଲିଛି ମସୁଧା ....
#ArgusNews #Boudh #Waterproblem #Daamissue