ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଯାଜପୁର ଗ୍ରାମରେ ୧୪୪ଧାରା ଜାରୀ କଲା ଜିଲ୍ଲା ପ୍ରଶାସନ । ଏଠାରେ ହେବାକୁ ଥିବା ମାଁ ନାକଟି ଭବାନି ଠାକୁରାଣୀଙ୍କ ଯାତ୍ରାରେ ବହୁ ସଂଖ୍ୟାରେ ଜନସମାଗମ ଦୃଷ୍ଟୀରେ ରଖି ୧୪୪ଧାରା ଜାରି କରାଯାଇଛି ...
#ArgusNews #Gajapati #Corona #144InJajpurVillage #CoronaGuideLines