Get vaccinated 24x7 at your convenience: Harsh Vardhan
କେଉଁଝର ଟାଉନଥାନା ଅନ୍ତର୍ଗତ ମାଇନିଂ ପଡିଆରେ ଆଜି ଏକ ବସ ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା...। କୌଣସି କାରଣରୁ ଏହି ବସଟିରେ ନିଆଁ ଲାଗିଥିଲା ତାହା ଜାଣା ପଡିନାହିଁ ...ତେବେ ପ୍ରତକ୍ଷଦର୍ଶୀଙ୍କ ଠାରୁ ଜାହା ଜଣାପଡିଛି ଅତ୍ୟଧିକ ଗରମ ଯୋଗୁଁ ଏମିତି ହୋଇଛି ...
#ArgusNews #Odisha #BusFire
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app