ଆଗକୁ ଆସିଲା ପପ ସିଂଗର ରିହାନାଙ୍କ ବିଉଟି ପଛର ଅସଲି ଚେହେରା ।ଭାରତରୁ ବେଆଇନ ଅଭ୍ରକ ଚାଲାଣରେ ଜଡିତ ରିହାନାଙ୍କ ବିୟୁଟି ପ୍ରଡକ୍ଟ କମ୍ପାନୀ ଫେଣ୍ଟ ବିଉଟି ।କୃଷକଙ୍କ ବନ୍ଧୁ ସାଜୁଥିବା ରିହାନା ଶିଶୁ ଶ୍ରମିକଙ୍କ ଶତ୍ରୁ ।ଅଭ୍ରଖଣି ରେ ଶିଶୁ ଶ୍ରମିକ ଶୋଷଣ ଅଭିଯୋଗ ।କୈାଣସି କ୍ଲିଅରାନ୍ସ ସାର୍ଟିଫିକେଟ ବିନା ରିହାନା ନେଉଛନ୍ତି ମିକା ବା ଅଭ୍ର ...
#ArgusNews #Child_Labour #rihanna
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app