ବିଗତ ୧୮ ବର୍ଷ ଧରି କନ୍ଧମାଳ ଜିଲ୍ଲାର ଜଣେ ଚା ଦୋକାନୀ ଜନଗଣଙ୍କୁ ନିୟମିତ ଭାବରେ ଦେଶ ବିଦେଶ ଖବର ସହିତ ପରିଚିତ କରାଉଛନ୍ତି ... ଟିଭି ,ମୋବାଇଲି ଯୁଗରେ ବି ଖବର ପାଇଁ ଏହି ଦୋକାନରେ ଗ୍ରାହକଙ୍କ ଆଗ୍ରହ ବାରି ହୋଇପଡୁଛି.... ଦିନେ ଏଠାରେ ବିଭିନ୍ନ ଖବର କାଗଜରେ ଲେଖି ଟଙ୍ଗାଯାଉଥିଲା ଏବେ ନିଜ ହାତରୁ ଖର୍ଚ୍ଚ କରି ଦୋକାନୀ ୪ଟି ହ୍ୱାଇଟ ବୋର୍ଡ ଆଣି ସେଥିରେ ଖବର ଲେଖୁଛନ୍ତି ... ଆଖପାଖ ଅଞ୍ଚଳ ପାଇଁ ଫିରିଙ୍ଗିଆର ସରୋଜ ଚର୍ଚ୍ଚାଙ୍କ ଏହି ଚା ଦୋକାନ ନିଆରା ଏକ ସୂଚନା କେନ୍ଦ୍ରରେ ପରିଣତ ହୋଇଛି ...
#ArgusNews #Odisha #Kandhamal #GoodNews #KHABAR