ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଦପଲୀ ପଞ୍ଚାୟତରେ ରହିଛି ମୋହନ ସାଗର ଡ୍ୟାମ୍ । ଏହାର ପାଣି ଉପରେ ଭରସା କରି ଚାଷବାସ କରିଥାନ୍ତି 12ଟି ଗାଁର ଚାଷୀ। କିନ୍ତୁ ଗତ ପାଞ୍ଚ ବର୍ଷ ହେଲା ମୋହନ ସାଗର ଡ୍ୟାମରେ ପାଣି ଶୁଖିଯାଉଛି....
#ArgusNews #Odisha #Ganjam #Dam #Water_Problem