ନୂଆପଡା ଜିଲ୍ଲାର ଭରୁଆମୁଣ୍ଡାରେ ଥିବା ମା ଦକ୍ଷିଣକାଳୀ କ୍ରିକେଟ କ୍ଲବ ପକ୍ଷରୁ ନିଆରା ଉଦ୍ୟମ...କ୍ଲବର ସଦସ୍ୟମାନେ ନିଜ ଗାଁର ସଡକ ଦୁର୍ଘଟଣାରେ ଜୀବନ ହରାଇଥିବା ଜଣେ ପ୍ରିୟ ମଣିଷଙ୍କ ସ୍ମୃତିରେ ସଡକ ସୁରକ୍ଷାକୁ ନେଇ କରିଛନ୍ତି ଏକ ବାଇକ ଶୋଭାଯାତ୍ରା....
#ArgusNews #Odisha #Nuapada #Road_Safety #Rally #Good_News