Biden to pledge halving US emissions by 2030 at climate summit
ବିଧାୟକଙ୍କ ବିରୋଧରେ ସ୍ତ୍ରୀ ଦାଏର କରୁଛି ଏତଲା
ମୋ ସ୍ୱାମୀଙ୍କୁ ବୋମାମାଡ କରାଯିବା ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ... ହେଲେ ପ୍ରଣବ ବଳବନ୍ତରାୟଙ୍କ ବିରୋଧରେ ଧର୍ମଶାଳା ପୋଲିସ ମାମଲା ରୁଜୁ କରୁନାହିଁ, ଏପରି ସାଙ୍ଘାତିକ ଅଭିଯୋଗ ଆଣି ପୋଲିସକୁ ଘେରିଛନ୍ତି ଆରଟିଆଇ କର୍ମୀ ତଥା ବିଜେପି ନେତା ସର୍ବେଶ୍ୱର ବେଉରାଙ୍କ ପତ୍ନୀ ରିଲୁ ବେହେରା ...
#ArgusNews #Odisha #RTI