ଚାଷୀଙ୍କ ଉପରେ ଗୋଟିଏ ଦିନ ଆଲୋଚନା ଦାବି କଲା କଂଗ୍ରେସ
ଆଜି କଂଗ୍ରେସ ଦଳ ପକ୍ଷରୁ ମୁଲତବୀ ନୋଟିସ ଦିଆଯାଇଥିଲା । ଆଜି ଆଲୋଚନା ହେବାର ଥିଲା । କିନ୍ତୁ ଆଲୋଚନା ହେଲାନି । କାଲି ଚାଷୀ ବିଷ ଖାଇଛି ଧାନ ବିକ୍ରି କରିନପାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଚାଷୀଙ୍କ ଉପରେ ଗୋଟାଏ ଦିନ ଆଲୋଚନା ଆମେ ଦାବି କରିଥିଲୁ । ଶୁଣନ୍ତୁ କଣ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ........
#ArgusNews #Odisha #Farmer_issue #Congress Adhiraj Panigrahi
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app