ପ୍ରେମ ଅଢେଇ ଅକ୍ଷର.. ଦୁନିଆର ସବୁ ବନ୍ଧନ ପ୍ରେମରୁ ଆରମ୍ଭ । ପ୍ରେମକୁ ପ୍ରତିପାଦନ କରିବାକୁ କୌଣସି ସମୟ ବା ମୁହୂର୍ତ୍ତ ଦେଖାଯାଏନି... ଏହି ଭାଲେଣ୍ଟାଇନ ଡେକୁ ପ୍ରେମୀ ଯୁଗଳମାନେ ସେଲିବ୍ରେଟ୍ କରି ପାଳୁଥିବାବେଳେ ରାଜଧାନୀରେ ରେଡଏଫେମ ତରଫରୁ ଭିନ୍ନ ଢଙ୍ଗରେ ପାଳନ ହେଉଛି ଏହି ଦିବସ । ଯେଉଁଥିରେ କୁକୁର ଓ ମଣିଷ ମଧ୍ୟରେ ନିଆରା ପ୍ରେମ ଦେଖିବାକୁ ମିଳିଛି.....
#ArgusNews #Bhubaneswar #valentines #animals
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app