କଟକ ତୁଳସୀପୁରରେ ବଢି ଚାଲିଛି ହରିଣଙ୍କ ସଂଖ୍ୟା । ଯାହାଫଳରେ ସେଠାକାର ପରିବେଶ ହରିଣମାନେ ରହିବା ପାଇଁ ଆଉ ଉପଯୁକ୍ତ ନୁହେଁ । ଯାହାକୁ ନେଇ 2018 ମସିହାରେ ପାର୍କ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ଜାତୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ବିରକ୍ତି ପ୍ରକାଶ କରିଥିଲେ । ଏହାସହ ପାର୍କକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସିଏମସିକୁ ନିର୍ଦ୍ଦେଶ ଦେଇଥିଲେ ...
#ArgusNews #Cuttack #Tulasipur #DeerPark
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app