ହେ ଜଗନ୍ନାଥ, ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀରୁ ମୁକ୍ତ କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖା ଯାଇଛି । ଗୃହବନ୍ଦୀ କରି ରଖିଛନ୍ତି ଫାଇଭ୍ ଟି । ମୁଁ ଗତ ନ' ମାସରେ ସାତ ଥର ନବୀନ ନିବାସ ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା ହେଇ ପାରି ନାହିଁ : ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ
#ArgusNews #Odisha #Bhubaneswar #Congress #Sura_Routray
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app