ରୋଡ ସେଫଟି ୱାଲର୍ଡ ସିରିଜ ପାଇଁ ଅଭ୍ୟାସ ଆରମ୍ଭ କଲେ ସଚ୍ଚିନ...
ଚଳିତ ବର୍ଷ ରୋଡ ସେଫଟି ୱାଲର୍ଡ ସିରିଜ ମାର୍ଚ୍ଚ ୨ ତାରିଖରୁ ରାୟପୁରରେ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଆର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ଆଦି ଦେଶର କ୍ରିକେଟର ଅଂଶ ଗ୍ରହଣ କରିବେ
#ArgusNews #roadsafety #worldseries
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app