ହେଲମେଟ ନିୟମକୁ କଡ଼ାକଡ଼ି କଲେ ରାଜ୍ୟ ସରକାର । ଏଣିକି ହେଲମେଟ ନ ପିନ୍ଧିଲେ ବାତିଲ ହେବ ଲାଇସେନ୍ସ । ଏନେଇ ପୋଲିସ ଡିଜିଙ୍କୁ ଚିଠି ଲେଖିଲେ ପ୍ରମୁଖ ସଚିବ ମଧୁସୂଦନ ପାଢୀ । ଏହି ନିୟମ ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି, ତାହାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
#ArgusNews #Odisha #ArgusUpdate #Helmate_Rule