ବିଜୁଳି ଦରବୃଦ୍ଧିକୁ ନେଇ କମ୍ପିଲା ବିଧାନସଭା । ଦରବୃଦ୍ଧି ପ୍ରତ୍ୟାହାର ନେଇ ଅଡି ବସିଛନ୍ତି ବିରୋଧୀ । ଦରବୃଦ୍ଧି ଲୋକଙ୍କ ପାଇଁ ବିଜୁଳି ଛାଟ ବୋଲ କହିଛି ବିଜେପି । ସେପଟେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛି ଉପଭୋକ୍ତା ମହାସଂଘ....
#ArgusNews #Odisha #ElectricCharge #Assembly #BJP