ଵୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ କ୍ୱାର୍ଟର ଘେରିଥିଲେ ୟୁନାଇଟେଡ୍ ବିପିୟୁଟି ଷ୍ଟୁଡେଣ୍ଟସ୍ ଆସୋସିଏସନ୍ । 2017-18 ବ୍ୟାଚର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍ପେଶାଲ ପରୀକ୍ଷା କରିବା ପାଇଁ ପୂର୍ବରୁ ନିୟମ ରହିଥିଲା କିନ୍ତୁ ବର୍ତମାନ ଏହାକୁ ହଠାତ୍ ଉଠାଇ ଦିଆଯାଇଥିବାରୁ ୟୁନାଇଟେଡ୍ ବିପିୟୁଟି ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ପକ୍ଷରୁ ଏହି ବିକ୍ଷୋଭ ପଦର୍ଶନ କରାଯାଇଛି......
#ArgusNews #Odisha #Bhubaneswar #BPUT
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app