ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦାସ, ରାଜସ୍ବ ବିଭାଗ ର ଏକ ଟିମ ଅଚାନକ ଗୁଣୁପୁର ବଜାର ସମେତ ବିଭିନ୍ନ ବ୍ୟାଙ୍କ, ବସ ଷ୍ଟାଣ୍ଡ କୁ ଯାଇ ଲୋକଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା, ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ...
#ArgusNews #Odisha #Rayagada #Gunupur #Corona_Awareness #Sub_Collector