କାର, କୋଠା ଥାଇ ବି ଆବାସ ଯୋଜନାରେ ମିଳୁଛି ଘର
ଗରିବଙ୍କୁ ମିଳୁନି ଘର ହେଲେ କାର, କୋଠା ଥାଇ ବି ବିଧାୟକଙ୍କ ଭିଣେଇଙ୍କୁ ମିଳିଛି ଘର । ପରଜଙ୍ଗ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଧାୟକ ନୃସିଂହ ଚରଣଙ୍କ ଭିଣେଇଙ୍କୁ ହାତପୁରା ପକ୍କା ଘର ମିଳିଛି । ତିନିଟି କିସ୍ତିରେ ହାତେଇଛନ୍ତି 90 ହଜାର ଟଙ୍କା......
#ArgusNews #Odisha #Pradhanmantriabasyojana #MLA
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app