ଆଶା ଦିଦି ଚୟନରେ ଅନିୟମିତତା ଅଭିଯୋଗ... ଛୋଟ ପଦବୀ ହୋଇଥିଲେ ହେଁ ମୋଟା ଅଙ୍କର ଲାଞ୍ଚ ନେଇ ହେଉଛି ଡିଲ । ସାଧାରଣ ଆଶା ପଦବୀରେ ନିଯୁକ୍ତି ପାଇଁ ହଜାର ହଜାର ଟଙ୍କା ମାଗୁଛନ୍ତି ସରକାରୀ ବାବୁମାନେ...
#ArgusNews #Odisha #Subarnapur #Ashakarmi #Irregularities_Selection #Scam