ରାଜଧାନୀରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି ତାପମାତ୍ରା । ଯାହାକୁ ନେଇ ରାସ୍ତାକଡରେ ଆବଶ୍ୟକୀୟ ପାଣି ବୁନ୍ଦାଏ ମିଳିବା ବର୍ତ୍ତମାନ କଷ୍ଟକର ହୋଇପଡିଛି। ଏପରି ମୌଳିକ ସୁବିଧାରୁ ଦୂରରେ ରହିଛି ଭୁବନେଶ୍ବର। ରାଜଧାନୀବାସୀ ତ୍ରାହି ପାଇବା ଲାଗି ପାଣି ମୁନ୍ଦାଏ ପାଇବା ସହଜେ ବଦଳରେ କଷ୍ଟ ହୋଇଯାଇଛି....
#ArgusNews #Odisha #Bhubaneswar #Water_ATM #BMC