ଅନୁଗୋଳ ଜିଲ୍ଲା ଛେଣ୍ତିପଦା- ଜରପଡା ରାସ୍ତାରେ ଶୂନୁଭୁଇଁ ନିକଟରେ ଏକ ବାଇକ୍ ଦୁର୍ଘଟଣା ହୋଇ ଜଣେ ଯୁବକ ଗୁରୁତର ହୋଇ ରାସ୍ତାରେ ପଡିରହିଥିଲେ । ଫଳରେ ସେହି ରାସ୍ତା ଦେଇ ଭୁବନେଶ୍ୱରରୁ ପରିବାର ସହ ଦେବଗଡ଼ ଆରଟିଓ ପ୍ରଶାନ୍ତ କୁମାର ପରିଡ଼ା ଯାଉଥିବା ବେଳେ ଦୁର୍ଘଟଣା ହୋଇ ପଡିରହିଥିବା ଯୁବକ ଜଣଙ୍କୁ ନିଜ ଗାଡ଼ିରେ ଧରି ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରିଥିଲେ ...
#ArgusNews #Angul #Chendipada #RTO
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app