ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ଭାଙ୍ଗିବା ଅଭିଯୋଗକୁ ନେଇ ତେଜିଛି ରାଜନୀତି। ସାଂସଦଙ୍କ କାର୍ଯ୍ୟାଳୟକୁ ଆଜି ପୋଲିସ ସିଲ କରିବା ପରେ ସରକାରଙ୍କ ଉପରେ ପ୍ରତି ଆକ୍ରମଣ କରି ଶାସକ ଦଳର ନେତା ଓ ମନ୍ତ୍ରୀ କେମିତି ଓ କେଉଁଠି ନିୟମ ଭାଙ୍ଗିଛନ୍ତି ତାର ପ୍ରମାଣ ଦେଖାଇ ବର୍ଷିଛନ୍ତି ଅପରାଜିତା । ଏପଟେ କୋଭିଡ ନିୟମ ଉଲ୍ଲଘଂନର 7 ଦିନ ପରେ ଆଜି ଶାସକ ଦଳର ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି ପୁରୀ ପୋଲିସ ।
#ArgusNews #Odisha #AparajitaSarangi #BhubaneswarMP #COVIDGuidelines