ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ବାଲ୍ଟିମୋରଠାରେ ପାଳିତ ହୋଇଛି ରଥଯାତ୍ରା । ଗତ 10 ତାରିଖରେ ଫେସବୁକରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ଦାରୁବ୍ରହ୍ମମାନଙ୍କୁ ଦାମୀ କାରରେ ବସାଇ ଇସ୍କନ ଧର୍ମାବଲମ୍ବୀମାନେ ରଥଯାତ୍ରା ପାଳନ କରୁଥିବା ଦେଖିବାକୁ ମିଳିଛି ...
#ArgusNews #Irregular_RathaYatra #America