ମହାନଦୀରେ ଏବେ ହୀରାକୁଦର ବନ୍ୟାଜଳ ପ୍ରବାହିତ ହେବା ଦ୍ୱାରା ଜଳସ୍ତର ବଢ଼ିବାରେ ଲାଗିଛି ଯାହାର ପ୍ରଭାବରେ ଏବେ ବାଙ୍କୀ କଇଁମୁଣ୍ଡି ଗ୍ରାମ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ , ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେବା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ....
#ArgusNews #Cuttack #Banki #Flood