ଜଗତପୁର ତାଳବଣିଆ ମୁଣ୍ଡା ସାହିରେ କମିଶନରେଟ୍ ପୋଲିସର ଚଢାଉ । 7 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ଓ ମୁଦୁକ ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ.....
#ArgusNews #Odisha #ArgusUpdate #Jagatpur #Cuttack #Fake_Jarda #Seized