ମାଆର ମମତା ଆଗରେ ହାର ମାନିଛି ବୟସ । ଝିଅର ଚିକିତ୍ସାରେ ଲାଗିଥିବା ମାଆ ଭୁଲି ଯାଇଛି ଆଜି ତାର ବାର୍ଦ୍ଧକ୍ୟ କଷ୍ଟ । ଭୁବନେଶ୍ୱର ଉପକଣ୍ଠ ବାଳକାଟିର ମନୁ ରାଉତ । ବୟସ 75 ଛୁଇଁଲାଣି । ହେଲେ ଆଜି ବି ପାଦ ଥକିନି କି ଶରୀରରେ ବଳ ସରିନି । ପର ଘରେ କାମ କରି ନିଜର ଓ ନିଜ ଝିଅର ପାଟିକୁ ଦୁଇ ମୁଠା ଦାନା ଯୋଗାଉଛନ୍ତି ...
#ArgusNews #Bhubaneswar #Asahaya
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app