ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଅଟକାଇ କିଛି ନିଶାଶକ୍ତ ଯୁବକ ତାଙ୍କ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ନେଇ ଟାଉନ ଥାନାରେ ମାମଲା ଦାୟର ହୋଇଛି । କେନ୍ଦୁଝର କାଶିପୁର ନିକଟରେ ଘଟଣା ଘଟିଛି .....
#ArgusNews #NiranjanPattanaik #Attack #Keonjhar
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍