ରାଜଧାନୀରେ ପୁଣି ଦେହ କାରବାର
ଲୋକଙ୍କ ଆଢୁଆଳରୁ ବର୍ତ୍ତିବାକୁ ରେସିଡେନସିଆଲ ଏରିଆରେ ସେକ୍ସ ରାକେଟ କାରବାର । ଲକ୍ଷ୍ମୀସାଗର ଥାନା ବଡଗଡ କେନାଲ ରୋଡରେ ଥିବା ସାଇଶ୍ରୀ ଭିଲ୍ଲାରୁ ଦୁଇ ଯୁବତୀଙ୍କୁ ଉଦ୍ଧାର ସହ ଦୁଇ ଯୁବକଙ୍କୁ ଗିରଫ କରିଛି କମିସନରେଟ ପୋଲିସ....
#ArgusNews #Odisha #Bhubaneswar #SexRacket