କୋରାପୁଟ ଜିଲ୍ଲାର ଚାଷୀ ମାନଙ୍କର ସ୍ଵାର୍ଥର ସୁରକ୍ଷା ନିମନ୍ତେ ତଥା ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀ ର କଷ୍ଟ ଉପାର୍ଜିତ ଧାନ ମଣ୍ଡି ପଡ଼ି ରହିବା ସହ ଜିଲ୍ଲା ପ୍ରଶାସନ ଟାର୍ଗେଟ ନଥିବା କହି ମଣ୍ଡିକୁ ବନ୍ଦ କରିଛନ୍ତି ...ଯାହାକୁ ତୀବ୍ର ବିରୋଧ କରିବା ସହ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ...
#ArgusNews #Koraput #Jaypore #DhanaMandi #TaraBahinipati