ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତ ଅତ୍ୟାବଶ୍ୟକ ସେବାକୁ କଟକଣା ମୁକ୍ତ କରାଯାଇଥିବାବେଳେ ସାଧାରଣ ଜନତାଙ୍କ ଚଳ ପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି । କୋଭିଡ ନିୟମ ଭାଙ୍ଗି ଯେଉଁମାନେ ଭିଡ଼ କରୁଛନ୍ତି ପୋଲିସ ପକ୍ଷରୁ କଡା ନଜର ଦିଆଯାଇଛି...
#ArgusNews #Odisha #Subarnapur #Coronavirus #lockdown