ଆଜି ବିଶ୍ୱ ବନ୍ୟଜନ୍ତୁ ଦିବସ
ବିଶ୍ୱ ବନ୍ୟଜନ୍ତୁ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳାଟିଏ ଗଢିଛନ୍ତି। ବିଭିନ୍ନ ବନ୍ୟଜନ୍ତୁଙ୍କ ସମେତ ଜଂଗଲର ପ୍ରତିକୃତି ରହିଛି ଏହି ବାଲୁକା ଚିତ୍ରରେ....
#ArgusNews #Odisha #Puri #SandArt #WorldWildLifeDay #SudarsanPattnaik