ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁନ୍ଦରୀ। ତାକୁ ନେବା ପାଇଁ ସେଠାରୁ ଏକ ଟିମ ଆଜି ଆସୁଥିବା କାହ୍ନା ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ସଂଜୟ ସିଂହ ସୂଚନା ଦେଇଛନ୍ତି। ଏହି ଟିମରେ ଅଛନ୍ତି ଜଣେ ପ୍ରାଣୀ ଚିକିତ୍ସକ, ସହକାରୀ ନିର୍ଦ୍ଦେଶକଙ୍କ ସହ 5ରୁ 6 ଜଣ କର୍ମଚାରୀ। ଏହି ଟିମ ସାତକୋଶିଆରେ ପହଞ୍ଚି ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବ ...
#ArgusNews #Odisha #Madhyapradesh #TigresSundari