ପୁଅ ବିଜେପିର କର୍ମୀ ବୋଲି ବୃଦ୍ଧା ମାକୁ ମରଣାତ୍ମକ ଆକ୍ରମଣ କଲେ ଟିଏମସି କର୍ମୀ
ସାଇବର ଅପରାଧ ନେଇ ଭୁବନେଶ୍ବର ସାଇବର କଣ୍ଟ୍ରୋଲ ରୁମକୁ ଆସିଛି ମାସକରେ 1207 ଫୋନ କଲ । ସେଥିମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ୱରରୁ ଆସିଛି 368ଟି କଲ । 229ଟି ଠକେଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ 7 ଲକ୍ଷ 19 ହଜାର ଟଙ୍କା ବ୍ଲକ କରିବାରେ ସମର୍ଥ ହୋଇଛି ପୋଲିସ....
#ArgusNews #Odisha #Cyber_Cell #Call