ବର୍ବରତାର ସୀମା ଟପିଲେ ଅପରାଧୀ । ତଣ୍ଟିଚିପି ହତ୍ୟା ପରେ କାଟିଦେଲେ ମୁଣ୍ଡ । କଟାମୁଣ୍ଡକୁ ଏବେ ବି ଖୋଜୁଛି ପୋଲିସ । ଭୁବନେଶ୍ବରରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ସଙ୍ଗୀନ ତଥ୍ୟ । ତଣ୍ଟିଚିପି ହତ୍ୟା ପରେ ମହିଳାଙ୍କ ମୁଣ୍ଡ କାଟିଛନ୍ତି ଅପରାଧୀ ....
#ArgusNews #Odisha #MurderCase
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app