ପୁରୀର ବେଳାଭୂମି ଵ୍ଲୁ ଫ୍ଲାଗ୍ ବିଚର ମାନ୍ୟତା ପାଇଛି। 33ଟି ମାନଦଣ୍ଡକୁ ନେଇ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପ୍ରଦାନ କରାଯାଇଛି । ଏଠାରେ ପର୍ଯ୍ୟଟକଙ୍କ ପାଇଁ ଖାସ ବ୍ୟବସ୍ଥା ରହିଛି । ଆରାମ ଚେୟାର, ସମେତ ଛତା, ବାଥିଂ କମ୍ପ୍ଲେକ୍ସର ବ୍ୟବସ୍ଥା କରାଯାଇଛି ..
#ArgusNews #Odisha #Puri
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app