ବୀରମିତ୍ରପୁର ଥାନାରେ ଏକ ଅପହରଣ ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ପ୍ରଘଟ ହେବା ପରେ ଥାନା ଆଗରେ ଜୋରଦାର ହୋଇଥିବା ପ୍ରତିବାଦ । ଏଚଆରପିସି ଗାଇଡଲାଇନ୍ ଅନୁସାରେ ତଦନ୍ତ କରାଯିବ ବୋଲି କହିଛନ୍ତି ଏସପି ସାଗରିକା ନାଥ...
#ArgusNews #Odisha #Sundergarh #Jail #Death #Defendant