କଟକ ରାଣୀହାଟ ଛକରେ ଚାଲିଛି SCB ସମ୍ପ୍ରସାରଣ କାର୍ଯ୍ୟ
କଟକ ବଡ ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ର ଉଭୟ ପାଖର ରାସ୍ତାକୁ ପ୍ରଶସ୍ତ କରିବା କାମ ଜାରି ରହିଛି । ରାଣୀହାଟରୁ ବିରିବାଟୀ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ପ୍ରଶାସନ ର ଯୋଜନା ଥିବା ବେଳେ ଆଜି ଜିଲ୍ଲା ପ୍ରଶାସନ ରାଣୀହାଟ ଛକ କେନାଲ ରୋଡଠାରୁ ଆରମ୍ଭ ହୋଇଛି ଉଚ୍ଛେଦ କାମ । ତେବେ ଏହି ଅଞ୍ଚଳରେ ଦୀର୍ଘ ଦିନରୁ ଦୋକାନ କରି ବସିଥିବା ବ୍ୟବସାୟୀଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଇଥିବାରୁ ସେମାନେ ଏବେ ଢେର ଚିନ୍ତାରେ.....
#ArgusNews #Odisha #Cuttack #Ranihat #Eradication
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app