ବିଧାନସଭାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିକୁ ବିରୋଧ
ମାହାଙ୍ଗା ମର୍ଡର ଘଟଣାରେ 13 ନମ୍ବର ଅଭିଯୁକ୍ତ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ। ଶୁଣନ୍ତୁ କଣ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ...
#ArgusNews #Odisha #Mahanga #MurderCase #Bjd #Bjp Mohan Charan Majhi